ପାକିସ୍ତାନୀ ତାଲିବାନ ସମ୍ପୂର୍ଣ ଦେଶରେ ଜିହାଦ କରିବାକୁ ଦେଲା ଧମକ । ଇସଲାମୀ ଆଇନ ଶରିୟା ଲାଗୁ କରିବାକୁ ପାକିସ୍ତାନ ବିରୁଦ୍ଧରେ ହେବ ଯୁଦ୍ଧ । ତେହେରିକ-ଏ ତାଲିବାନ ପ୍ରେସ ବିବୃତି ଜାରୀ କରି ଦେଲା ଧମକ ।
#Taliban #pakistan #threatened #TehrikiTalibanPakistan #jihad #controversy #ArgusNews