ଛାତ୍ରଛାତ୍ରୀଙ୍କୁ ପରୀକ୍ଷାର ମନ୍ତ୍ର ଦେଲେ ମୋଦି। ପରୀକ୍ଷା ପେ ଚର୍ଚ୍ଚାର ପଞ୍ଚମ ସଂସ୍କରଣରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ। ପରୀକ୍ଷା ଟେନସନ ଦୂର କରିବାକୁ ପ୍ରଧାନମନ୍ତ୍ରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି।
#PMModi #talks #students #stress #Freeexam #ParikshaPeCharcha #ArgusNews