#ଆରମ୍ଭ_ହେଲା_ସଂସଦର_ଶୀତକାଳୀନ_ଅଧିବେସନ
#ଭାରତର_ଜି୨୦_ଅଧ୍ୟକ୍ଷତାକୁ_ନେଇ_ପ୍ରଧାନମନ୍ତ୍ରୀଙ୍କ_ବକ୍ତବ୍ୟ
ଏହି ଅବସରରେ ରାଜ୍ୟସଭାରେ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟସଭା ଅଧ୍ୟକ୍ଷ ଜଦିପ ଧନଖରଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ମୁଁ ଏହି ଗୃହ ତଥା ଦେଶ ତରଫରୁ ଅଧ୍ୟକ୍ଷଙ୍କୁ ଅଭିନନ୍ଦନ ଜଣାଉଛି ।
#ArgusNews #parlement #winterseason #meetings #PMNarendraModi #G20