#ନୂଆ_ସଂସଦ_ଭବନର_ଆକୃତି_ତ୍ରିକୋଣୀୟ_କାହିଁକି ?
ଦୁନିଆର ସବୁଠୁ ବଡ ଲୋକତନ୍ତ୍ର । ଏହି ଲୋକତନ୍ତ୍ରର ମନ୍ଦିର ହେଉଛି ସଂସଦ ଭବନ । ଭାରତର ସଙ୍ଘୀୟ ବ୍ୟବସ୍ଥାରେ ସର୍ବୋଚ୍ଚ ଲୋକପ୍ରତିନିଧି ସଭା ସଂସ୍ଥା ହେଉଛି ସଂସଦ ଭବନ । ଯେଉଁଠି ହୋଇଥାଏ ଦେଶର ଭବିଷ୍ୟତକୁ ନେଇ ଆଲୋଚନା..ପର୍ଯ୍ୟାଲୋଚନା । ଏହି 100 ବର୍ଷ ମଧ୍ୟରେ ଆବଶ୍ୟକ ସ୍ଥଳେ ଏହାର ମରାମତି ଓ ପୁନରୁଦ୍ଧାର କାମ ବହୁ ବାର କରାଯାଇଛି ।
#ArgusNews #parliamenthouse #Parliament #restoration #democracy #LokSabha
#RajyaSabha #structure