#ଏହି_ଗାଁରେ_ରୁହନ୍ତି_ଗୋଟିଏ_ଜାତିର_ଲୋକେ
#ଏଠାରେ_ଥିବା_ଏକ_ଦୁର୍ଗରେ_ସୁନା_ପୋତା_ହୋଇଥିବାର_ବିଶ୍ବାସ_ରହିଛି
#କୌଣସି_ଘରେ_ପଡେନି_ତାଲା
ଏହି ଗାଁରେ ରୁହନ୍ତି କେବଳ କୁସୱା ସମାଜର ଲୋକ । ଅନ୍ୟ ସମାଜର ଲୋକ ଏଠାରେ ରହିପାରିନଥାନ୍ତି । ଆଉ ଯିଏ ବି ରହିବାକୁ ଚେଷ୍ଟା କରନ୍ତି,ସେମାନଙ୍କ ସହ ଘଟେ ଅଘଟଣ । ଗୋଟିଏ ରାତି ବି ରହିବା ସେମାନଙ୍କ ପାଇଁ କଷ୍ଟ ହୋଇପଡେ । ଏମିତି ଏକ ଗାଁ ହେଉଛି ମଧ୍ୟପ୍ରଦେଶ ଛତରପୁରର ଖଟୋଲା ଗାଁ ।
#Chhatarpur #MadhyaPradesh #uniquevillage #kushwa #ArgusNews