ଯିଏ ଦିନେ ଅନ୍ୟମାନଙ୍କୁ ସାଲ୍ୟୁଟ ମାରୁଥିଲେ । ଆଜି ତାଙ୍କୁ ସାଲ୍ୟୁଟ ମାରୁଛନ୍ତି ଅନେକ କର୍ମଚାରୀ ।
ପିଣ୍ଟୁ ରାଣା। ଯିଏ ଏବେ ଖୁବ ଚର୍ଚ୍ଚାରେ । ପିଣ୍ଟୁ ରାଣା ହେଉଛନ୍ତି ରାଜସ୍ଥାନର ବାସିନ୍ଦା । ହେଲେ ତାଙ୍କ ଚର୍ଚ୍ଚା ଦେଶ ବିଦେଶରେ । କାହିଁକି ନା ଏହି ଯୁବକ ଜଣଙ୍କ ଅନେକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି
#ArgusNews #PintuRana #Rajastan #SubInspector