#ଖଣି_ଖନନ_ପାଇଁ_ପରିବେଶ_ସହ_ଖେଳ
#ବାଲେଶ୍ବର_ଆଲଏଜ_ପକ୍ଷରୁ_ମାମଲା
ଓଡ଼ିଶାର ଅନେକ ସ୍ଥାନରେ ଚାଲିଛି ବେଆଇନ ଖଣି ଖନନ । ପରିବେଶ ମଞ୍ଜୁରି ନଥାଇ ଖଣି ଖନନ କରିବା ବେଆଇନ ହୋଇଥିବା ବେଳେ ଚାଲିଛି ଖଣି ଖୋଳା । ତେଣୁ ହାଇକୋର୍ଟରେ ୬ ମାସ ଭିତରେ ଏହି ମାମଲା ଗୁଡିକର ଫଇସଲା ଶୁଣାନ୍ତୁ ବୋଲି ସୋମବାର ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି
#Balasore #Mining #SupremeCourt #environment #Odisha #ArgusNews