କୋଭିଡ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିଲେ 'ସେବା ହିଁ ସଂଗଠନ' ମନ୍ତ୍ର । ଏହା ବିଜେପିର କୋଟି କୋଟି କର୍ମୀଙ୍କୁ ପ୍ରେରଣା ଦେଲା । ସେମାନେ ଏହି ମନ୍ତ୍ରକୁ କର୍ମରେ ପରିବର୍ତ୍ତିତ କରି ଜନସାଧାରଣଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ରାସନ ଦେଲେ, ଔଷଧ ଦେଲେ ଓ ସେମାନଙ୍କ ଦୁଃଖ ଲାଘବ କଲେ : ଜେ ପି ନଡଡା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।
#NDAgovernment #BJP #JPNadda #BJPNationalOffice #meeting #ArgusNews