#ଖୁବଶୀଘ୍ର_ବଡ_ପରଦାରେ_ନଜର_ଆସିବେ_କପିଲ
#କମେଡି_ସହ_ଆକ୍ଟିଂରେ_ନିଜର_ଜଲୱା_ଦେଖାଇବେ
#ରାଜ_ସାଣ୍ଡିଲ୍ୟଙ୍କ_ସହ_ଆସିବ_ଆଗାମୀ_ଫିଲ୍ମ
ବଲିଉଡର ଲୋକପ୍ରିୟ କମେଡିଆନ କପିଲ ଶର୍ମା । ନିଜ କମେଡି ଅନ୍ଦାଜରେ ସେ ପ୍ରତ୍ୟେକ ଲୋକଙ୍କ ପସନ୍ଦ ପାଲଟିଛନ୍ତି । ତେବେ କେବଳ ଆକ୍ଟିଂ ନୁହେଁ ଖୁବଶୀଘ୍ର ବଲିଉଡ ଚଳଚ୍ଚିତ୍ରରେ ନଜର ଆସିବେ କପିଲ ଶର୍ମା । ଯାହାକୁ ନେଇ ସେ ନିଜ ଆକ୍ଟିଂ ସ୍କିଲକୁ ରେଡି କରୁଛନ୍ତି ।
#ArgusNews #kapilsharma #popularcomedian #bollywoodfilms #acting #National