#ଏଲଏସିରେ_ଗର୍ଜିବେ_ରାଫେଲ_ଓ_ସୁଖୋଇ
ପୂର୍ବୋତ୍ତରରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ମଧ୍ୟରେ ଭାରତୀୟ ବାୟୁ ସେନା ଏକ ବଡ ଧରଣର ଯୁଦ୍ଧାଭ୍ୟାସ ଆରମ୍ଭ କରିବାକୁ ଯାଉଛି । ଆଗାମୀ ମାସ ଆରମ୍ଭରେ ଏହି ଯୁଦ୍ଧାଭ୍ୟାସ ଆରମ୍ଭ ହେବ । ଏହାର ନାମ ପ୍ରଳୟ ରଖାଯାଇଛି ।
#ArgusNews #LAC #indianairforce #aircraft #AirDefense #National