#ଭାଇରାଲ_ବୟ_ପ୍ରଦୀପଙ୍କୁ_ମିଳିଲା_ସହାୟତାର_ପ୍ରତିଶୃତି
#ପ୍ରତିଶ୍ରୁତି_ଦେଲେ_ଡିଷ୍ଟ୍ରିକ୍ଟ୍_ମାଜିଷ୍ଟ୍ରେଟ୍
#ସୈନିକ_ହେବା_ଆଗରୁ_ହୋଇଗଲେ_ପ୍ରସିଦ୍ଧ
ଅଜାଡି ହେଉଛି ପ୍ରଶଂସା ଓ ସହାୟତା । ମିଡ୍ ନାଇଟ୍ ରନ୍ର ବୟ ପାଲଟିଛନ୍ତି ଯୁବପିଢ଼ିଙ୍କ ପ୍ରେରଣା । କଥାରେ ଅଛି ସ୍ୱପ୍ନ ସୁଆଇ ଦିଏନି। ଯାହାର ଜ୍ୱଳନ୍ତ ଉଦାହରଣ, 19 ବର୍ଷର ବାଳକ ପ୍ରଦୀପ ମେହେରା ।
#midnight #runnerboy #delhi #armydreams #Magistrate #Odisha #ArgusNews