ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୁନ୍ଦରତା ଉପରେ ପଶ୍ଚିମବଙ୍ଗ ମମତା ସରକାରର ଜେଲ୍ ବିଭାଗ ମନ୍ତ୍ରୀ ଅଖିଳ ଗିରି ଏକ ସଭାରେ ଦେଇଥିବା ଅଶୋଭନୀୟ ମନ୍ତବ୍ୟକୁ ଘୋର ନିନ୍ଦା କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ
#tmcminister #pratapsarangi #president #droupadimurmu #akhilgiri #arresttmcleader #national #nationalnews #argusnews