#ଓଡ଼ିଆ_ଭାବାବେଗକୁ_ଧକ୍କା
ମହାମହିମଙ୍କୁ ଅପମାନ ବିରୋଧରେ ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ । ସବୁ ମହଲରୁ ନିନ୍ଦା। ମନ୍ତ୍ରୀ ଅଖିଳ ଗିରିଙ୍କ ବହିସ୍କାର ଓ ଗିରଫ ଦାବି। ରାଜ୍ୟର ବିଭିନ୍ନ ଥାନାରେ ଏତଲା ।
#TMCMinister #objectionableremark #President #DraupadiMurmu #AkhilGiri #National #ArgusNews