ଦିନିକିଆ ହରିୟାଣା ଗସ୍ତରେ ଯିବେ ରାଷ୍ଟ୍ରପତି। `ଓମ ଶାନ୍ତି' ରିଟ୍ରିଟ୍ ସେଣ୍ଟର ବୁଲିବେ ଦ୍ରୌପଦୀ ମୁର୍ମୁ। ଏଥି ସହିତ `ମହିଳା ମୂଲ୍ୟବୋଧ ଭିତ୍ତିକ ସମାଜର ମୂଳଦୁଆ' ଉପରେ ଜାତୀୟ ସମ୍ମିଳନୀକୁ ମଧ୍ୟ ରାଷ୍ଟ୍ରପତି ଉଦଘାଟନ କରିବେ।
#ArgusNews #President #DroupadiMurmu #HaryanaVisit #National