ଆଜି ୨୫ଟି ରାଜ୍ୟର 195ଟି ଜିଲ୍ଲାରେ ଆୟୋଜିତ ହେବ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ଆପ୍ରେଣ୍ଟିସିପ୍ ମେଳା । ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଏହି ମେଳାର ଆୟୋଜନ କରାଯିବ । ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗକୁ ଉତ୍ସାହିତ କରିବା ପାଇଁ ଜାତୀୟ ଆପ୍ରେଣ୍ଟିସିପ୍ ମେଳା ସଂଗଠିତ ହେଉଛି
#ArgusNews #PMNationalApprenticeshipFair #NarendraModi