ଆଜି ସପ୍ତମ ରାଇସିନା ସଂଳାପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସଂଳାପରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ୟୁଏଇର ରାଷ୍ଟ୍ରପତି ଉର୍ସୁଲା ଭନ୍ ଡେର୍ ଲେଏନ୍ । ସଂଳାପରେ ଯୋଗଦେବା ପାଇଁ ସେ ବିଳମ୍ବିତ ରାତିରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ ।
#PMNarendraModi #inaugurate #seventhRaisina #Dialogue #ArgusNews