ଆସନ୍ତାକାଲି G-7 ଶିଖର ସମ୍ମିଳନୀରେ ଯୋଗଦେବାକୁ ଜର୍ମାନୀ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ । G-7 ସମୁହରେ କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ ଏବଂ ଆମେରିକା ଭଳି ଦେଶ ଅନ୍ତର୍ଭୁକ୍ତ ।
#NarendraModi #G7Summit #germany #ArgusNews