ଆଜି କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବାହ୍ନ ସାଢ଼େ ୧୧ଟାରେ ଭାରତ ଶକ୍ତି ସପ୍ତାହକୁ ଉଦଘାଟନ କରିବେ । ସବୁଜ ଇନ୍ଧନ ନେଇ ସଚେତନତା ସୃଷ୍ଟି ପାଇଁ ଗ୍ରୀନ ମୋବିଲିଟି ରାଲିର ଶୁଭାରମ୍ଭ ସହ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଅଧିନରେ ଇ-୨୦ ଇନ୍ଧନର ମଧ୍ୟ ଶୁଭାରମ୍ଭ କରିବେ ମୋଦି
#ArgusNews #NarendraModi #Karnatak #Visit