#ଉତ୍ତରପ୍ରଦେଶରେ_ପ୍ରଥମ_ମହିଳା_ଡ୍ରାଇଭର_ପ୍ରିୟଙ୍କା_ଶର୍ମା
ସ୍ବାମୀଙ୍କ ମୃତ୍ୟୁପରେ ପରିବାରର ଦାୟିତ୍ବ ନେବାପାଇଁ ଅଣ୍ଟା ଭିଡିଥିଲେ ପ୍ରିୟଙ୍କା । ପରିବାରର ଦାୟିତ୍ବ ନେବାକୁ ପ୍ରଥମେ ସେ ଏକ ବସର ହେଲପର ଭାବେ କାମ କରୁଥିଲେ ।
#priyankashrma #UttarPradesh #busdriver #1stwoman #ArgusNews