ଦିଲ୍ଲୀରେ ଥିବା କୁତୁବ ମୀନାରକୁ ନେଇ ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣର ପୂର୍ବତନ ଆଂଚଳିକ ନିର୍ଦ୍ଦେଶକ ଧର୍ମବୀର ଶର୍ମା ଏକ ଗୁରୁତ୍ବପୂର୍ଣ ତଥ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ଯାହାକୁ କୁତୁବ ମୀନାର ବୋଲି କୁହାଯାଉଛି ବାସ୍ତବରେ ତାହା ହେଉଛି ସୂର୍ଯ୍ୟ ସ୍ତମ୍ଭ
#kutubminar #Delhi #Suryastanma #IndianArchaeologicalSurvey #DharmaveerSharma #ArgusNews