#ପଦ_ଗଲା_ପରେ_ନିଆଁବାଣ_ରାହୁଲ !
ଶବ୍ଦର ଲକ୍ଷ୍ମଣରେଖା ଡେଇଁବା ପାଇଁ ନ୍ୟାୟପାଳିକାର ଶାସ୍ତି ଯୋଗୁଁ ପଦ ହରାଇବା ପରେ ନିଆଁବାଣ ରାହୁଲ ଗାନ୍ଧି । ଗାନ୍ଧି କାହାକୁ କ୍ଷମା ମାଗନ୍ତିନି କହି ବିଜେପିକୁ ଆଟାକ୍ କରିଛନ୍ତି ରାହୁଲ । ସେପଟେ ବିଜେପିର କାଉଣ୍ଟର ଆଟାକ୍ । ମିଛ କହିବା ରାହୁଲଙ୍କ ପୁରୁଣା ଅଭ୍ୟାସ
#ArgusNews #RahulGandhi #politics #BJP #Congress #Nationalpolitics