#କାଶ୍ମୀରରେ_ବୟାନ_ଦିଲ୍ଲୀରେ_ଘମାସାନ
#ରାହୁଲ_ଗାନ୍ଧିଙ୍କ_ଘରେ_ପହଞ୍ଚିଲା_ଦିଲ୍ଲୀ_ପୋଲିସ
ନୋଟିସର ଜବାବ ଦେଇ ନଥିବାରୁ ପୋଲିସର ଆକ୍ସନ । ଭାରତ ଯୋଡ଼ୋ ଯାତ୍ରା ବେଳେ, ମହିଳା ମାନେ ଶୋଷଣର ଶିକାର ହେଉଥିବା କହିଥିଲେ ରାହୁଲ ଗାନ୍ଧି ।
#ArgusNews #RahulGandhi #police #delhi #Kashmir #BharatJodoYatra #Controvercy #nationals