ରାଜସ୍ଥାନ ବିକାନୀରରେ ଭୂକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ଥିବା ସୂଚନା । ଆଜି ଭୋର ପ୍ରାୟ ୨.୧୬ରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ଖବର ସାମ୍ନାକୁ ଆସିନାହିଁ । ଏହା ସହ ଅରୁଣାଚଳ ପ୍ରଦେଶରେ ମଧ୍ୟ ୩.୫ ତୀବ୍ରତା ବିଶିଷ୍ଟ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି ।
#ArgusNews #Earthquake #Rajasthan #ArunachalPradesh #National