ଆଜି ପୁନେରେ ଖେଳାଯିବ IPLର ୫ମ ମ୍ୟାଚ୍ । ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲସ୍ ଓ ସନରାଇଜର୍ସ ହାଇଦ୍ରାବାଦ । ହାଇଦ୍ରାବ ପକ୍ଷରୁ କେନ୍ ୱିଲିୟମସ୍ ନେତୃତ୍ବ ନେଉଥିବା ବେଳେ ରାଜସ୍ଥାନର ଅଧିନାୟକ ଦାୟିତ୍ବ ସଞ୍ଜୁ ସାମସନଙ୍କୁ ମିଳିଛି ।
#IPL #match #Played #Rajasthan #Hyderabad #captain #SanjuSamson #ArgusNews