ଦ୍ରୁତ ଗତିରେ ଆଗେଇ ଚାଲିଛି ପ୍ରଭୁ ଶ୍ରୀ ରାମ ମନ୍ଦିର ର କାର୍ଯ୍ୟ । ରାମ ନବମୀ ପାଇଁ ଅଯୋଧ୍ୟା ନଗରୀ ହୋଇ ଉଠିଛି ପୁରା ଚଳ ଚଞ୍ଚଳ। ଯୁଆଡେ ଚାହିଁଲେ ଭଜନ କୀର୍ତ୍ତନ ଆଉ ଲୋକଙ୍କ ସମାଗମ....।
#Argusnews #Ramanavami #Hindufestival #Ramanavami2023 #Lordramabirthday #Odisha #Ayodhya