ପାକିସ୍ତାନର ପ୍ରଧାନମନ୍ତ୍ରୀ, ସେନା ଏବଂ ଗୁଇନ୍ଦା ସଂସ୍ଥା ଆଇଏସଆଇ ଯେ ଆଫଗାନିସ୍ଥାନରେ ଆତଙ୍କ ସୃଷ୍ଟି ପାଇଁ ତାଲିବାନକୁ ସମସ୍ତ ପ୍ରକାର ସହଯୋଗ ଯୋଗାଉଛନ୍ତି ତାହା ଏବେ ପ୍ରମାଣିତ ହୋଇଛି । ପାକିସ୍ତାନ ସମେତ ପାକ୍ ଅଧିକୃତ କାଶ୍ମୀର ବା ପିଓକେରୁ ଯେଉଁ କୁଖ୍ୟାତ ଆତଙ୍କବାଦୀ ଆଫଗାନିସ୍ଥାନ ଯାଇ ତାଲିବାନକୁ ସେଠାରେ ଆତଙ୍କ ସୃଷ୍ଟି କରିବାରେ ସକ୍ରିୟ ସହଯୋଗ କରୁଥିଲେ ସେମାନଙ୍କୁ ଏବେ ପିଓକେ ଫେରାଇ ଆଣିଛି ପାକିସ୍ତାନ ।
#Pakistan #Taliban #terorist #Afganistan #ArgusNews #Odisha