#ତାତିରୁ_ମିଳିବ_ଆଶ୍ବସ୍ତି #ଦାନା_ବାନ୍ଧୁଛି_ଲଘୁଚାପ
#ପରବର୍ତ୍ତୀ_୨୪ଘଣ୍ଟାରେ_ଲଘୁଚାପ_ସକ୍ରିୟ_ହେବାର_ସମ୍ଭାବନା
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଆସିଛି ଆଶ୍ବସ୍ତିକର ଖବର। ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଯାହାର ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟଇ ହେବ। ଏବଂ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ସକ୍ରିୟ ହେବାର ସମ୍ଭାବନା ରହିଛି
#Weather #Lightpressure #Odisha #ArgusNews