ପଥରରରୁ ବାହାରୁଛି ପାଣିର ଫୁଆରା । ସମୁଦ୍ର ଉପକୂଳର ଅଜବ ଦୃଶ୍ୟ । ଏହା ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାର ଭେଙ୍ଗୁର୍ଲା କୂଳରେ ଅବସ୍ଥିତ 'ନିବତୀ ରକସ'। ଏଠାରେ ସମୁଦ୍ର ତରଙ୍ଗ ପଥର ଖୋଲରେ ବିରାଟ ଫୁଆରା ସୃଷ୍ଟି କରେ |
#viralvideo #rock #water #ArgusNews
Be the first to know any news. You will get latest stories and video updates through the day. You can turn them off anytime.