#ୟୂକ୍ରେନରେ_ଆକ୍ରମଣ_କମ୍_କରିନି_ରୁଷିଆ
#ବରଂ_ପୂର୍ବଭଳି_ଜାରି_ରହିଛି_ଯୁଦ୍ଧ
ନିଜ ସେନାକୁ ଅଧିକ ସଂଗଠିତ କରୁଛି ରୁଷ୍ । ଟାର୍ଗେଟରେ ରାଜଧାନୀ କିଭ୍ ଅଧିକାର । ଆଗାମୀ ଦିନରେ ଯୁଦ୍ଧ ଅଧିକ ତିବ୍ର ହେବାର ଆଶଙ୍କା । ଯୁଦ୍ଧ ମଧ୍ୟରେ ଜାରି ରହିଛି ଶାନ୍ତି ଆଲୋଚନା ।
#war #RussiaUkraineConflict #RussiaUkraine #Ukraine #RussiaUkrainewar #Ukrainemilitaryaction #ArgusNews