#ଆମେରିକା_ବ୍ରିଟେନ_କରୁଛନ୍ତି_ପରୀକ୍ଷା
#ଯୁଦ୍ଧରେ_ବ୍ୟବହାର_ହେଉଛି_ନୂଆ_ନୂଆ_ଅସ୍ତ୍ର
#ମୋଦିଙ୍କ_ଜରିଆରେ_ଶାନ୍ତି_ଆଲୋଚନା_ସମ୍ଭବ
ଋଷ ୟୁକ୍ରେନ ଯୁଦ୍ଧ ଏବେ ନୂଆ ମୋଡ଼ରେ ପହଞ୍ଚି ଯାଇଛି। ଏହି ଯୁଦ୍ଧରେ ଆମେରିକା, ୟୁରୋପ ଓ ସହଯୋଗୀ ଦେଶ ଗୁଡ଼ିକ ପାଇଁ ଟେଷ୍ଟିଙ୍ଗ ଲାବ ପାଲଟିଛି ୟୁକ୍ରେନ।
#ArgusNews #RussiaUkrainewar #America #testingBritain #Ukraine #international