ସ୍କୁଲ୍, ସାଂସ୍କୃତିକ କେନ୍ଦ୍ରକୁ ରୁଷ୍ର ଟାର୍ଗେଟ୍ I ରୁଷ୍ର ବୋମାମାଡ଼ ଦ୍ବାରା ଉତ୍ତର ୟୁକ୍ରେନ୍ ସହର ଚେର୍ନିହିବରେ ଦିନକରେ ୫୩ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ମେରେଫାରେ ୨୧ ନାଗରିକଙ୍କ ମୃତ୍ୟୁ ହୋଇଛି। ରୁଷ୍ ଲଗାତାର ଜନବସତି ଅଞ୍ଚଳକୁ ଟାର୍ଗେଟ୍ କରୁଛି।
#russiaukrainewar #Russiabombing #culturalcenter #school #targeting #ArgusNews