#ସରଜୁ_ନଦୀରେ_ହଜାର_ହଜାର_ଭକ୍ତଙ୍କ_ବୁଡ଼
ରାମ ନବମୀ ଅବସରରେ ପବିତ୍ର ସରଜୁ ନଦୀରେ ହଜାର ହଜାର ସଂଖ୍ୟରେ ଭକ୍ତ ବୁଡ଼ ପକାଇଛନ୍ତି। ବିଶ୍ୱାସ ରହିଛି ରାମ ନବମୀରେ ବୁଡ଼ ପକେଇ ଗୋ ପୂଜନ କରିଲେ ପାପ କ୍ଷୟ ହୁଏ...।
#Argusnews #Ramanavami #Hindufestival #Ramanavami2023 #Lordramabirthday #Odisha #Ayodhya #SaryuRiver