ଏଥର ନିଶ୍ଚିତରେ ଗାଡିରେ ଯାତ୍ରା.. ଆଉ ଭୟ ନାହିଁ..। କାରଣ ଗାଡିରେ ଲାଗୁଛି ପ୍ୟାନିକ୍ ବଟନ୍ ଓ ଟ୍ରାକିଂ ଡିଭାଇସ୍। ଯାତ୍ରୀଙ୍କ ସୁରକ୍ଷା କବଚ ଭାବେ ଏହା କରିବ କାମ। ଯଦି ଯାତ୍ରୀଙ୍କ ସହ କେହି କିଛି ଖରାପ୍ ବ୍ୟବହାର କରୁଥାନ୍ତି ତାହେଲେ ସ୍ଥାନୀୟ ଥାନାକୁ ତତ୍କ୍ଷଣାତ ଏହି ଡିଭାଇସ୍ ସହାୟତାରେ ରିପୋର୍ଟ କରାଯାଇପାରିବ। ଯାତ୍ରୀଙ୍କ ଉପରେ ନଜର ରଖିବ ଏହି ଡିଭାଇସ୍।
#seatbelt #PanicButton #passenger #safety #ArgusNews