ଜାମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ କରାଯିବା ପରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆ ଯାଉଛି । ସାରା ଦେଶରେ ଗୋଟିଏ ଆଇନ ଥିବା ବେଳେ ଧାରା 370 କାରଣରୁ ଜାମ୍ମୁ କାଶ୍ମୀରରେ ସବୁ ଆଇନ ଲାଗୁ ହୋଇ ପାରୁ ନ ଥିଲା । ଜାମ୍ମୁ କାଶ୍ମୀର ପ୍ରଶାସନ ଏକ ବଡ ନିଷ୍ପତି ଗ୍ରହଣ କରିଛନ୍ତି ଯାହା ବିଷୟରେ ଆମେ ଜାଣିବା ଏହି ରିପୋର୍ଟରେ
#JammuKashmir #policeMedal #SheikhAbdullah #JammuKashmirAdministration #ArgusNews