"ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ବଟବୃକ୍ଷ। ସେଥିରୁ ଯାହା ଚାହିଁବେ ନେଇ ପାରିବେ । କେଜରିୱାଲ ହେଉଛନ୍ତି ବବୁଲ ଗଛ । ଯେଉଁଥିରୁ ଆପଣମାନେ କେବଳ କଣ୍ଟା ପାଇବେ । ଆଉ ରାହୁଲଗାନ୍ଧୀ ହେଉଛନ୍ତି ଶାଳବୃକ୍ଷ ପରି, ଯାହା ସମ୍ପୁର୍ଣ୍ଣ ଫସଲ ନଷ୍ଟ କରିଦେବ"- ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ
#ShivrajSinghChouhan #cm #MadhyaPradesh #election #Gujarat #PublicMeeting #ArgusNews