ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଶୁଭମାନ ଗିଲଙ୍କ ଧୂଆଁଧାର ଶତକ । ଆଉ ଏହି ଶତକ ସହ ନିଜ ଫର୍ମ ବଜାୟ ରଖିଛନ୍ତି ଗିଲ୍ । ଦିନିକିଆରେ ଲଗାତାର ୨ଟି ଶତକ ହାସଲ ସହ ୧୯ଟି ଇନିଂସରୁ ୧୦୦୦ ରନ ପୂରା କରିଛନ୍ତି ଶୁଭମାନ ।
#ArgusNews #ShubmanGill #newzealand #DoubleHundred #firstODI #Hyderabad #National