#ସିଦ୍ଧୁ_ଓ_ଇମରାନ_ଖାନ_ପରମ_ମିତ୍ର
ଜଣଙ୍କ ଗାଦି ଗଲା । ଆଉ ଜଣଙ୍କ ଏବେ କ୍ୟାରିୟର ସଙ୍କଟରେ । କଥାରେ ଅଛି କୁସଙ୍ଗ ସଙ୍ଗେ କଲେ ବାସ....ନିଶ୍ଚେ ଘଟିବ ସର୍ବନାଶ । ଏକଥା ଆମେ କହୁନୁ ଖୋଦ ସିଦ୍ଧୁ ଏହାକୁ କିଛି ଦିନ ତଳେ କହିଥିଲେ । ଆଉ ଦୁଇ ଘନିଷ୍ଠ ବନ୍ଧୁଙ୍କ ଅବସ୍ଥା ଏବେ କଣ ତାହା କାହାକୁ ଅଛପା ନାହିଁ । ପଞ୍ଜାବରେ କଂଗ୍ରେସର ବିଫଳତା ପାଇଁ ନବଜୋତ ସିଂହ ସିଦ୍ଧୁଙ୍କୁ ଦାୟୀ କରାଯାଉଛି । ଏପରିକି ରାଜ୍ୟ ସଭାପତି ପଦରୁ ଇସ୍ତଫା ମଧ୍ୟ ଦେଇଛନ୍ତି ।
#NavjotSinghSidhu #Congress #politician #ImranKhan #friends #Odisha #ArgusNews