ଶୋଇଲା ବେଳେ ଅଧିକ ଘୁଙ୍ଗୁଡି ମାରୁଥିବାରୁ ଚିନ୍ତିତ କି ? ଆଉ ଚିନ୍ତା କରନ୍ତୁନି କାରଣ ଏଥର ଆପଣଙ୍କ ଘୁଙ୍ଗୁଡି ନିୟନ୍ତ୍ରଣ କରିବ ସ୍ମାର୍ଟ ବେଡ୍ । କଥାଟି ଏକଦମ୍ ସତ୍ୟ । ଆପଣଙ୍କ ଘୁଙ୍ଗୁଡିକୁ ନିୟନ୍ତ୍ରଣ କରିବାକୁ ବଜାରକୁ ଆସିଯାଇଛି ସ୍ମାର୍ଟ ବେଡ୍
#SmartBed #SleepingBed #ArgusNews #snoring #ghungudi