ଦୃଷ୍ଟିହୀନଙ୍କ ପାଇଁ ସ୍ମାଟ ଷ୍ଟିକ । ଆଉ କାହା ଉପରେ ନିର୍ଭର କରିବେ ନାହିଁ ଦୃଷ୍ଟିହୀନ । ବିଟେକ ଛାତ୍ରୀଙ୍କ ନିଆରା ପ୍ରୟାସ । ସ୍ମାଟ ଷ୍ଟିକର ଅଟୋମେଟିକ ସ୍ବିଚଦ୍ବାରା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବେ ଦୃଷ୍ଟିହୀନ ।
#ArgusNews #SmartStick #uniqueeffort #BTechstudent #automaticswitch #blinds #National