ପୁଣି ଚୀନ-ଆମେରିକା ମଧ୍ୟରେ ତିକ୍ତତା, କଥା କଟାକଟି। ଏକ ବେଲୁନକୁ ନେଇ ପୁଣି ଆରମ୍ଭ ହେବାକୁ ଯାଉଛି ଆମେରିକା-ଚୀନ ମଧ୍ୟରେ ଶୀତଳ ଯୁଦ୍ଧ। ଆମେରିକା ଏହି ବେଲୁନକୁ ସ୍ପାଏ ବେଲୁନ କରୁଥିବା ବେଳେ ଚୀନ ଏହାକୁ ୱେଦର ଡିଟେକ୍ଟର ବା ପାଣିପାଗ ସମ୍ୱନ୍ଧିୟ ସୂଚନା ଦେବାଲାଗି ତିଆରି କରାଯାଇଥିବା ଏକ ବେଲୁନ୍ କହୁଛି।
#ArgusNews #China #America #SpyBaloon #National