ଦୁଃସମୟରେ ସାହାଯ୍ୟ କରିଥିବାରୁ ଭାରତ ଓ ଜାପାନକୁ କୃତଜ୍ଞତା ଜଣାଇଲା ଶ୍ରୀଲଙ୍କା । ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମସିଂଘେ କହିଛନ୍ତି ଯେ, ଆର୍ଥିକ ସଙ୍କଟଜନିତ ପ୍ରଭାବ ଏଡ଼ାଇବା ଲାଗି ଶ୍ରୀଲଙ୍କା ଛୋଟଧରଣର ହେଲେ ବି ସଠିକ ନୀତି ନିର୍ଦ୍ଧାରଣ କରିବା ଦିଗରେ ଉଦ୍ୟମ ଚଳାଇଛି
#India #Japan #Srilanka #Thanks #RanilWickremesinghe #ArgusNews