ପୁଟିନଙ୍କ ନିଷ୍ପତ୍ତିରେ ତାତିଲେ ଋଷବାସୀ । ରାସ୍ତାକୁ ଓହ୍ଲାଇ କରୁଛନ୍ତି ଜୋରଦାର ବିକ୍ଷୋଭ । ପୁଟିନଙ୍କ ନିଷ୍ପତ୍ତି ବିରୁଧରେ ଋଷରେ ଜୋରଦାର ବିକ୍ଷୋଭ ଆରମ୍ଭ ହୋଇଛି । ରାଷ୍ଟ୍ରପତିଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହନ୍ତି ଦେଶର ଲୋକେ । ସେଥିପାଇଁ ରାସ୍ତାରେ ଚାଲିଛି ବିକ୍ଷୋଭ ।
#putin #russia #protest #war #Against #NationalNews #ArgusNews