ଝାରଖଣ୍ଡରେ ଦୁର୍ନୀତିର ନୂଆ ଅଧ୍ୟାୟ । ମାଇନିଂ ଲିଜ୍ ରେ ମହାଦୁର୍ନୀତି । ହେମନ୍ତ ସୋରେନଙ୍କ ମାଇନିଂ ଲିଜ୍ ର ଫାଇଲ ମନ୍ତ୍ରୀ ହେମନ୍ତ ସୋରେନ କଲେ କ୍ଲିୟର । ଏହା ପରେ ଏହି ଫାଇଲକୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦେଲେ ଅନୁମୋଦନ ।
#corruption #Jharkhand #miningleases #mining #SupremeCourt #HemantSoren #ArgusNews