ଗଞ୍ଜମ ଆର୍ଯ୍ୟପଲ୍ଲିରୋ ନିର୍ମାଣ ହେବାକୁ ଥିବା ୩୦୦ କୋଟିର ଫିସିଂ ହାର୍ବର ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କଲେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପ୍ରଶାନ୍ତ କୁମାର କର, ୨୦ ନମ୍ବର ଜୋନ ର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାଜପା ଶ୍ରୀ ଏନ ଦୀନବନ୍ଧୁ ଓ ଜିଲ୍ଲା ଯୁବମୋର୍ଚ୍ଚା ଉପ ସଭାପତି ଶ୍ରୀ କେ. ରଘୁନାଥ ରେଡ୍ଡୀ
#Brahmapur #Ganjam #UnionMinister #DharmendraPradhan #Odisha #ArgusNews