ତାମିଲନାଡୁରେ ମନ୍ଦିର ଗୁଡିକର ସରକାରୀ ନିୟନ୍ତ୍ରଣକୁ ନେଇ ପୁଣି ଥରେ ବିତର୍କ ଆରମ୍ଭ ହୋଇଛି । ଏହା ମଧ୍ୟରେ ମାଡ୍ରାସ ହାଇକୋର୍ଟର ମଦୁରାଇ ବେଂଚ ଜଣେ ଭକ୍ତ ଓ ଆକ୍ଟିଭିଷ୍ଟ ନରସିଂହନଙ୍କ ବିରୁଦ୍ଧରେ କରାଯାଇଥିବା ମାନହାନୀ ମାମଲାକୁ ଖାରଜ କରି ଦେଇଛନ୍ତି
#madras #Temple #Tamilnadu #MadrasHighCourt #madurai #ArgusNews