#ନୂଆ_ରେକର୍ଡ_ନୂଆ_ଜଲୱା
କ୍ରିକେଟ ଖେଳର ନାୟକ ପାଲଟିଛି ଟିମ୍ ଇଣ୍ଡିଆ । ମୈଦାନରୁ ରାଙ୍କିଂ ସବୁଠି ନମ୍ବର ୱାନ୍ । ମୋଟାମୋଟି କହିବାକୁ ଗଲେ ସଫଳତାର ଶୀର୍ଷ ଛୁଇଁଛି ଭାରତୀୟ କ୍ରିକେଟ । ପ୍ରଥମଥର ପାଇଁ ତିନିଟି ଯାକ ଫର୍ମାଟରେ ର୍ୟାଙ୍କ ନମ୍ବର ୱାନ ଦଖଲ କରିଛି ଭାରତ ।
#ArgusNews #TeamIndia #cricket #newrecord #sports #National