ଜମ୍ମୁ କାଶ୍ମୀର ପରଗଲରେ ଆତଙ୍କବାଦୀଙ୍କୁ ସେନାର କଡ଼ା ଜବାବ । ସେନା କ୍ୟାମ୍ପରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ୨ ଆତଙ୍କୀଙ୍କୁ ନିପାତ କଲେ ଭାରତୀୟ ଯବାନ । ଅଗଷ୍ଟ ୧୫ ପୂର୍ବରୁ ଉରି ଭଳି ଆକ୍ରମଣ କରିବାକୁ ଯୋଜନା କରିଥିଲେ ଆତଙ୍କବାଦୀ ।
#JammuKashmir #Pargal #Indianjawans #armycamp #attack #Odisha #ArgusNews