#କେବଳ_ପରୀକ୍ଷାର_ନମ୍ବର_ଜୀବନ_ନୁହେଁ
#ପରୀକ୍ଷା_ହଲକୁ_ବୋଝ_ନୁହେଁ_ବିଶ୍ବାସ_ନେଇ_ଯିବାର_ଆବଶ୍ୟକତା_ରହିଛି
ବିଫଳତାରୁ ହିଁ ସଫଳତାର ଶିକ୍ଷା ମିଳିଥାଏ । ଏପ୍ରିଲ ୧ରେ ହେବାକୁ ଥିବା ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଭୟମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରାଛାତ୍ରୀଙ୍କୁ ଟିପ୍ସ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
#parikhsapecharcha #PMModiji #exam #student #program #Odisha #ArgusNews