ନୂଆଦିଲ୍ଲୀ କମାଣି ଅଡ଼ିଟୋରୀୟମ ରେ ଶ୍ରୀ କାମାକ୍ଷା କଳାପୀଠ ର 45 ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମ ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଅର୍ଜୁନ ରାମ ମେଘବାଲ ପ୍ରମୁଖ ଉପସ୍ଥିତ ରହିଥିଲେ।
#Delhi #KamakhyaKalapitha #UnionMinister #DharmendraPradhan #Odisha #ArgusNews