#ମୋଦି_ସରକାରଙ୍କ_ବଡ_ନିଷ୍ପତ୍ତି
#ଯୁବବର୍ଗଙ୍କୁ_ମାଗଣାରେ_ବୁଷ୍ଟୋର_ଡୋଜ୍
କୋଭିଡ ମୁକାବିଲା ପାଇଁ ଜୁଲାଇ ୧୫ରୁ ମାଗଣାରେ ଦିଆଯିବ କରୋନା ପ୍ରିକସନ୍ ଡୋଜ୍ । ୧୮ରୁ ୫୯ ବୟସ ବର୍ଗଙ୍କୁ ଦିଆଯିବ ଟିକା । ୭୫ ଦିନିଆ ସ୍ପେଶାଲ ଡ୍ରାଇଭ୍ କରି ଟିକା ଦିଆଯିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ସେପଟେ ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।
#PMNarendraModi #COVID19 #4thstage #boosterdose #ArgusNews